ଶ୍ରାମଣେର Ṡrāmaṇera

  • ସଂ. ବି. ପୁଂ. (ଶ୍ରମଣ+ଏର) — ପ୍ରବ୍ରଜିତ ଜୈନ- ଭିକ୍ଷୁ— — An itinerant Jaina mendicant
  • ସଂ. ବି. ପୁଂ. (ଶ୍ରମଣ+ଏର) — ଜୈନ ଭିକ୍ଷୁଙ୍କ ଚେଲା — Disciple of a Jaina ascetic