ଶୌନକ Ṡa̲u̲naka

  • ସଂ. ବି. ପୁଂ. (ଶୁନକ+ଅପତ୍ୟାର୍ଥେ ଅ) — ଶୁକଦେବଙ୍କଠାରୁ ନୈମିଷାରଣ୍ୟରେ ପୁରାଣ ଶୁଣିଥିବା ମୁନିବିଶେଷ — Name of a sage who heard the Purāṇas from Ṡukadeba
  • ସଂ. ବି. ପୁଂ. (ଶୁନକ+ଅପତ୍ୟାର୍ଥେ ଅ) — [ଦ୍ର— ଏ ଜଣେ ବୈଦିକ ଆଚାର୍ଯ୍ୟ ଥିଲେ। ଅନେକ ବୈଦିକ ଓ ଲୌକିକ ଗ୍ରନ୍ଥର ରଚୟିତାରୂପେ ଏ ପ୍ରସିଦ୍ଧ।]