ଶୌବସ୍ତିକ Ṡa̲u̲bastika

  • ସଂ. ବିଣ (ଶ୍ୱଃ+ଆଗାମୀ କାଲି+ଭବାର୍ଥେ. ଇକ) — ଭାବିଦିବସସ୍ଥାୟୀ; ଯାହା ପର ଦିନ ପର୍ଯ୍ୟନ୍ତ ଅବିକୃତ ରହିପାରେ — (a thing or food) Which can be preserved till tomorrow
  • ସଂ. ବିଣ (ଶ୍ୱଃ+ଆଗାମୀ କାଲି+ଭବାର୍ଥେ. ଇକ) — ଆଗାମୀ କାଲି ସମ୍ବନ୍ଧୀୟ — Relating to tomorrow