ଶୌଣ୍ଡୀ Ṡa̲u̲ṇḍī

  • ସଂ. ବି (ବୈଦ୍ଯକ) (ଶୁଣ୍ଡା+ଇନ୍) — ପିପଳୀ — Long pepper
  • ସଂ. ବି (ବୈଦ୍ଯକ) (ଶୁଣ୍ଡା+ଇନ୍) — ଚବ୍ୟ (ବିଶ୍ୱକୋଷ) — Piper Chaba
  • ସଂ. ବି (ବୈଦ୍ଯକ) (ଶୁଣ୍ଡା+ଇନ୍) — କଟୁବୀଜ; ଲଙ୍କାମରିଚ [ବିଶ୍ୱକୋଷ] — Cayenne pepper