ଶୌଣ୍ଡୀର୍ୟ୍ୟ Ṡa̲u̲ndīrj̄ya

  • ସଂ. ବି— (ଶୁଟୀର+ଭାବ. ଯ) — ବୀରତ୍ୱ; ବୀର୍ଯ୍ୟ — Heroism; valour
  • ସଂ. ବି— (ଶୁଟୀର+ଭାବ. ଯ) — ଗର୍ବ; ଅହଙ୍କାର — Pride
  • ସଂ. ବି— (ଶୁଟୀର+ଭାବ. ଯ) — ଦମ୍ଭ — Arrogance
  • ସଂ. ବି— (ଶୁଟୀର+ଭାବ. ଯ) — ତ୍ୟାଗ — Renunciation; self-denial