ଶୌଦ୍ଧୋଦନି Ṡa̲u̲ddhodani

  • ସଂ. ବି. ପୁଂ. (ଶୁଦ୍ଧୋଦନ+ଅପତ୍ୟାର୍ଥେ. ଇ) ବୁଦ୍ଧଦେବ — The Buddha
  • ସଂ. ବି. ପୁଂ. (ଶୁଦ୍ଧୋଦନ+ଅପତ୍ୟାର୍ଥେ. ଇ) (ମତାନ୍ତରରେ) ବୁଦ୍ଧଦେବଙ୍କ ପିତା — The father of Buddha