ଶୌବନ ଦନ୍ତ Ṡa̲u̲bana danta

  • ସଂ. ବି — ଶ୍ୱଦନ୍ତ; ଉପର ଓ ତଳ ପାଟିରେ ଥିବା ଦୁଇଟି ଲେଖାଏଁ (ମୋଟରେ ଚାରିଟି) ଲମ୍ବ ଦନ୍ତ — The canine teeth
  • ସଂ. ବି — [ଦ୍ର—ଏ ଦାନ୍ତ ଛାମୁଦାନ୍ତ ଓ କଳଦାନ୍ତ ମଧ୍ୟରେ ଅବସ୍ଥିତ। ଏହାଦ୍ୱାରା ଖାଦ୍ୟାଦି ଛେଦନ ଓ ଧାରଣ କରାଯାଏ।]