ଶୁଖାଇବା Ṡukhāibā
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — ନିର୍ଜଳ କରିବା; ଖରା, ପବନ ଆଦି ସାହାଯ୍ୟରେ କୌଣସି ଓଦା ପଦାର୍ଥ (ଯଥା ଲୁଗା)କୁ ଜଳଶୂନ୍ଯ କରିବା — To cause the water present in a thing to dry up with the help of sun's rays, wind etc
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — ଜଳାଶୟ ଆଦିରୁ ଜଳାଦି ଉତ୍ତୋଳନ କରିବା ଦ୍ୱାରା ଜଳାଶୟକୁ ଜଳହୀନ କରିବା — To empty a tank or well of all the water by baling
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — (ଯଥା—ଚାରିଜଣ ମନୁଷ୍ୟ 3 ଘଣ୍ଟାରେ ଆମ କୂଅକୁ ଶୁଖାଇ ଦେଲେ) — (ଯଥା—ଚାରିଜଣ ମନୁଷ୍ୟ3ଘଣ୍ଟାରେ ଆମ କୂଅକୁ ଶୁଖାଇ ଦେଲେ)
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — (ସୂର୍ଯ୍ୟ ବା ଅଗ୍ନିର ଉତ୍ତାପରେ କୌଣସି ପଦାର୍ଥରେ ଥିବା ଜଳକୁ ବାଷ୍ପରେ ପରିଣତ କରି ଉକ୍ତ ପଦାର୍ଥକୁ ନିର୍ଜଳ କରିବା — To cause a thing to dry up by evaporation
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — [ଯଥା—ଚାରି ପଇସାର ଜାଳ ହାଣ୍ଡିଏ ପାଣିକୁ ଶୁଖାଇ ଦେବ।]
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — ଆର୍ଦ୍ର ବସ୍ତୁକୁ ନିର୍ଜଳ କରିବା ପାଇଁ ବାୟୁରେ ବା ଖରାରେ ତାହାକୁ ମେଲାଇବା — To spread a wet or moist thing in the air or in the sun to dry up
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — [ଯଥା—ଓଦା ଲୁଗାକୁ ବା ମୁଣ୍ଡ— ବାଳକୁ ଶୁଖାଇବା]
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — ଢିଙ୍କିର ପାହାର ପଡ଼ୁଥିବା ବେଳେ ଢିଙ୍କି ମୁଣ୍ଡାରେ ଗଦା କରାଯାଇଥିବା ଧାନ୍ୟ ଆଦି ପଦାର୍ଥକୁ ହାତଦ୍ୱାରା ଇତସ୍ତତଃ ସଞ୍ଚାଳିତ କରିବା ବା ପଣିବା — To stir up the paddy etc put in the receiving hole to be pounded by the dhinki while it is being plied
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — [ଉ—ଢିଙ୍କି ପଡ଼ିଛି ପଣେ, ଶୁଖେଇ ଦଉଛି ଜଣେ—ନାଆ ଦିଆ; 32 ଦାନ୍ତ ଓ 1 ଜିଭ।] — [ଉ—ଢିଙ୍କି ପଡ଼ିଛି ପଣେ, ଶୁଖେଇ ଦଉଛି ଜଣେ—ନାଆ ଦିଆ;32ଦାନ୍ତ ଓ1ଜିଭ]
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — (ଲକ୍ଷଣାର୍ଥ)—ଶୀର୍ଣ୍ଣ କରିବା; ଅନ୍ତଃସାର ଶୂନ୍ଯକରିବା — (figurative) To cause or reduce to leanness; to emaciate
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — [ଉ— ବାନପ୍ରସ୍ଥେ ଲୋକେ ବଢ଼ାଇ ଦେଇ ଦାଢ଼ି, ଦେହ ଶୁଖାଅନ୍ତି ସୁଖରେ ବେଦ ପଢ଼ି। କୃଷ୍ଣସିଂହ. ମହାଭାରତ। ଯଥା— 3 ଦିନ ଉପବାସ ମୋ ଦେହକୁ ଶୁଖାଇ ଦେଲାଣି।] — [ଉ— ବାନପ୍ରସ୍ଥେ ଲୋକେ ବଢ଼ାଇ ଦେଇ ଦାଢ଼ି, ଦେହ ଶୁଖାଅନ୍ତି ସୁଖରେ ବେଦ ପଢ଼ି କୃଷ୍ଣସିଂହ. ମହାଭାରତ ଯଥା—3ଦିନ ଉପବାସ ମୋ ଦେହକୁ ଶୁଖାଇ ଦେଲାଣି]
- ଦେ. କ୍ରି—(ସକର୍ମକ) (ସଂ.ଶୁଷ୍ ଧାତୁଜ, ଶୁଷ୍କ) — ଗଛ ଆଦିକୁ ଜଳାଭାଗ ବା ରୌଦ୍ରାଧିକ୍ୟଦ୍ୱାରା ଝାଉଁ— ଳାଇବା — To cause to wither owing to want of watering or by suns rays (said of trees and plants)