ଶୁଖା ରୁଖା Ṡukhā rukhā

  • ଦେ. ବିଣ (ସଂ. ଶୁଷ୍କ; ରୁକ୍ଷ) — ଶୁଖିଲା ଓ ରୁକ୍ଷ; ଶୁଷ୍କ ଓ ଅସ୍ନିଗ୍ଧ — Dry and rough, dry and unoiled
  • ଦେ. ବି — ଶୁଖିଲା ଓ ଅସ୍ନିଗ୍ଧ ଖାଦ୍ୟଦ୍ରବ୍ୟ — Dry and unoily food; scanty and poor fare
  • ଦେ. ବି — ଶାକାନ୍ନ — Simple vegetable fare