ଶୁଖା Ṡukhā
- ଦେ. ବିଣ — (ସଂ. ଶୁଷ୍କ)—ଶୁଖିଲା — Dry
- ଦେ. ବିଣ — [ଉ—କ. ଶୁଖା ନକଡ଼; ଖ. ଶୁଖାଭୂମି ଓଦା ଯେ ହୋଇବ ବସିଥିଲେ—ବ୍ରହ୍ମନିରୂପଣ ଗୀତା।]
- ଦେ. ବିଣ — ନିର୍ଜଳ — Waterless
- ଦେ. ବିଣ — ପୁଂ—(ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ, ଯଥା—ମୁହଁଶୁଖା) ଯେ ଶୁଖାଏ — One who causes something to dry up
- ବି — ଶୁଷ୍କ କରିବା କ୍ରିୟା — The act of drying up
- ବି — ଶୁଷ୍କ ପଦାର୍ଥ — A dry thing
- ବି — [ଉ— ଶୁଖା ଖଡ଼ଖଡ଼ ଖଡ଼ଖଡ଼, ମିଛ ମାୟାରେ ପଡ଼ି ତୁ ନଡ଼— ବଡ଼ ନଡ଼ବଡ଼—ଭଜନ।]
- ଦେ. କ୍ରି—(ଓଡ଼ିଆ ସକର୍ମକ ଶୁଖାଇବା ଧାତୁର ଅନାଦରାର୍ଥକ ଅନଜ୍ଞା ରୂପ) — ଶୁଖାଇବା କ୍ରିୟାକୁ (ତୁ) କର — Imperative mood) Do causa a thing to dry up
- ଦେ. କ୍ରି—(ଓଡ଼ିଆ ସକର୍ମକ ଶୁଖାଇବା ଧାତୁର ଅନାଦରାର୍ଥକ ଅନଜ୍ଞା ରୂପ) — [ଯଥା—ଏ ଧାନତକ ନେଇ ଖରାରେ ଶୁଖା]
- ଗ୍ରା. ବି. ପୁଂ — ଅପର୍ତ୍ତିଆଣିଙ୍କୁ ଦିଆଯିବା ନାମ — A name given to a male-child whose elder died before he was born