ଶୁଖା ନକଡ଼ Ṡukhānakaṟḍ̠a

  • ଦେ. ବି (ହିନ୍ଦିରୁ ଅନୁକୃତ) — ଶୁଖିଲା କାଠ — A dry piece of wood
  • ଦେ. ବି (ହିନ୍ଦିରୁ ଅନୁକୃତ) — (ଲକ୍ଷଣାର୍ଥ) ଅସ୍ଥିକଙ୍କାଳବିଶିଷ୍ଟ ବ୍ଯକ୍ତି — (figurative) A person reduced to skeleton
  • ବିଣ — ଅସ୍ଥି— କଙ୍କାଳମାତ୍ରା ବିଶିଷ୍ଟ — Rediced to skeleton