ଶୁଖିଲା Ṡukhilā
- ଦେ. ବିଣ (ସଂ. ଶୁଷ୍କ) — ଶୁଷ୍କ — Dry
- ଦେ. ବିଣ (ସଂ. ଶୁଷ୍କ) — [ଯଥା— ଶୁଖିଲା ଧାନ।]
- ଦେ. ବିଣ (ସଂ. ଶୁଷ୍କ) — ଶୁଷ୍କୀକୃତ — Dried up
- ଦେ. ବିଣ (ସଂ. ଶୁଷ୍କ) — (ଯଥା—ଶୁଖିଲା ଲୁଗା)
- ଦେ. ବିଣ (ସଂ. ଶୁଷ୍କ) — ନିର୍ଜ୍ଜଳ; ଜଳହୀନ — Waterless
- ଦେ. ବିଣ (ସଂ. ଶୁଷ୍କ) — [ଯଥା—ଶୁଖିଲା କୂଅ]
- ଦେ. ବିଣ (ସଂ. ଶୁଷ୍କ) — ନୀରସ; ରସହୀନ — Juice less; sapless
- ଦେ. ବିଣ (ସଂ. ଶୁଷ୍କ) — [ଯଥା—ଶୁଖିଲା ଡାଳ]
- ଦେ. ବିଣ (ସଂ. ଶୁଷ୍କ) — ସରସତା ବା ରସିକତା ହୀନ — Devoid of wit or humour
- ଦେ. ବିଣ (ସଂ. ଶୁଷ୍କ) — [ଯଥା—ଶୁଖିଲା କଥା]
- ଦେ. ବିଣ (ସଂ. ଶୁଷ୍କ) — ବିରସ; ବିଷଣ୍ଣ — Sad; dejected; depressed
- ଦେ. ବିଣ (ସଂ. ଶୁଷ୍କ) — [ଯଥା—ଶୁଖିଲା ମୁହଁ]