ଶୁଖିଲା କାଠରୁ ବୋହୁଛି ପାଣି, ଚେମିଣି ଚଢ଼େଇ ଧରିଛି ଟାଣି Ṡukhilā kaṭharu bohuchhi pāṇi, Chemiṇi chaḍhei dharichhi ṭāṇi
- ଦେ. [ନାଁଆଁଦିଆ] ପ୍ରହେଳିକା] — ତେଲି ଘଣା — A riddle meaning-Oilman's oilmill
- ଦେ. [ନାଁଆଁଦିଆ] ପ୍ରହେଳିକା] — [ଦ୍ର—ଏଥିରେ ପୂର୍ଣ୍ଣ ବାକ୍ୟ କେଁ କରଟ, ପୋଖରୀ ଭିତରେ କରୁଛି ନାଟ ଶୁଖିଲା କାଠରୁ ବୋହୁଛି ପାଣି, ଚେମିଣି[ଚୁଳିଆ] ଚଢ଼େଇ ଧରିଛି ଟାଣି।]