ଶୁଖିଲା କାନ୍ଦ Ṡukhilā kānda

  • ଦେ. ବି — କପଟ କ୍ରନ୍ଦନ; ଯେଉଁ କାନ୍ଦରେ ଆଖିରୁ ଲୁହ ଗଡ଼େ ନାହିଁ; ଅନ୍ୟକୁ ଦେଖାଇବା ପାଇଁ କରାଯିବା କ୍ରନ୍ଦନ — The shedding of crocodile tears; stimulated weeping
  • ଦେ. ବି — (ଉ—ବଦନେ ମଧୁର ହସିତ ଶୁଖିଲା କାନ୍ଦ—କବିସୂର୍ଯ୍ୟ. ସସଙ୍ଗୀତ।)