ଶିକ୍ଲି Ṡik-li
- ପ୍ରାଦେ. (ସମ୍ବଲପୁର) ବି (ସଂ. ଶୃଙ୍ଖଳ) — ଶୃଙ୍ଖଳ; ଶିକୁଳା; ଶିକୁଳି — Chain
- ପ୍ରାଦେ. (ସମ୍ବଲପୁର) ବି (ସଂ. ଶୃଙ୍ଖଳ) — କାନରେ ପିନ୍ଧାଯିବା ଗୋଖର ଓ ନୋଳି ଆଦିକୁ କାନରେ ଝୁଲାଇ ରଖିବା ପାଇଁ ବ୍ଯବହୃତ ସୁନାର ବା ରୂପାର ସରୁ ଝଞ୍ଜିର — Slender chain of gold or silver attached to heavy earrings to keep the latter suspended