ଶିକ୍ଷା କର Ṡikshā kara
- ସଂ. ବି (ଆଧୁନିକ ପ୍ରୟୋଗ) — ଦେଶରେ ବାଳକ— ବାଳିକାମାନଙ୍କୁ ଶିକ୍ଷା ଦେବାର ବ୍ଯୟ ଚଳାଇବାପାଇଁ ପ୍ରଜାଙ୍କ ଠାରୁ ଆଦାୟ କରାଯିବା ଟାକ୍ସ — Education cess
- ସଂ. ବି. (ଶିକ୍ଷା+କୃ ଧାତୁ+କର୍ତ୍ତୃ. ଅ) — ଶିକ୍ଷକ — Teacher (Wilson)
- ସଂ. ବି. (ଶିକ୍ଷା+କୃ ଧାତୁ+କର୍ତ୍ତୃ. ଅ) — ବ୍ୟାସଙ୍କର ଏକ ନାମ — A name of Byāsa (M.W.)