ଶିକ୍ୟ Ṡikya

  • ସଂ. ବି—(ଶକ୍ ଧାତୁ=ପାରଗ ହେବା+କର୍ତ୍ତୃ. ଯ+ ଅ; ନିପାତନ; ଯାହା ଭାର ଧାରଣ କରିବାକୁ ପାରଗ ହୁଏ) — ଶିକା; ଦ୍ରବ୍ୟ ଝୁଲାଇବା ପାଇଁ ବ୍ଯବହୃତ ଦଉଡ଼ିର ପିଞ୍ଜରା — a network or cage of strings in which things are kept suspended