ଶିକ୍ଷଣୀୟ Ṡikshaṇīya

  • ସଂ. ବି.ଣ—(ଶିକ୍ଷ ଧାତୁ+କର୍ମ ଅନୀୟ) — ଶିଖାଇବାର ଯୋଗ୍ୟ; ଶିକ୍ଷା ଦିଆଯିବାର ଉପଯୁକ୍ତ ବିଷୟ — Fit to be taught; teachable
  • ସଂ. ବି.ଣ—(ଶିକ୍ଷ ଧାତୁ+କର୍ମ ଅନୀୟ) — ଶିଖିବାର ଉପଯୁକ୍ତ — Fit to be learnt