ଶିକ୍ଷୟିତା Ṡikshayitā

  • ସଂ. ବି. ପୁଂ—(ଶିକ୍ଷି ଧାତୁ+କର୍ତ୍ତୃ. ତୃ= ଶିକ୍ଷୟିତୃ; 1 ମା 1 ବ.) — ଶିକ୍ଷକ; ଶିକ୍ଷାଦାତା; ଶିକ୍ଷାଗୁରୁ — Teacher; instructor
  • ସଂ. ବି. ପୁଂ—(ଶିକ୍ଷି ଧାତୁ+କର୍ତ୍ତୃ. ତୃ= ଶିକ୍ଷୟିତୃ; 1 ମା 1 ବ.) — ଯେ ତାଲିମ କରେ — Trainer