ଶତ୍ରୁତା Ṡatrutā

  • ସଂ. ବି—(ଶତ୍ରୁ+ଭାବାର୍ଥେ. ତା. ତ୍ୱ) — ବିପକ୍ଷତା; ବୈରିତା — Enmity; hostility
  • ସଂ. ବି—(ଶତ୍ରୁ+ଭାବାର୍ଥେ. ତା. ତ୍ୱ) — ପ୍ରତିକୂଳତା — Opposition; contrarity; unfavourableness