ଶତ୍ରୁତାପନ Ṡatrutāpana

  • ସଂ. ବି—(ଶତ୍ରୁ+ତାପନ; 3 ୟା ତତ୍) ଶତ୍ରୁଦ୍ୱାରା ଉତ୍ପୀଡ଼ନ — Oppression practised on a person by one's enemy
  • ସଂ. ବି—(ଶତ୍ରୁ+ତାପନ; 3 ୟା ତତ୍) ( 6 ଷ୍ଠୀ ତତ୍)—ଆପଣାର ଶତ୍ରୁକୁ ଉତ୍ପୀଡ଼ନ କରିବା — (6ଷ୍ଠୀ ତତ୍)—ଆପଣାର ଶତ୍ରୁକୁ ଉତ୍ପୀଡ଼ନ କରିବା— . Oppressing one's enemies
  • ବିଣ. (ଶତ୍ରୁ+ତାପି ଧାତୁ=କଷ୍ଟ ଦେବା+କର୍ତ୍ତୃ. ଅନ) — ଶତ୍ରୁର ପୀଡାଦାୟକ — Oppressive to the enemy