ଶତ୍ରୁଞ୍ଜୟ Ṡatrun̄jaya

  • ସଂ. ବିଣ. ପୁଂ—(ଶତ୍ରୁଂ=ଶତ୍ରୁକୁ+ଜି ଧାତୁ=ଜୟ କରିବା +କର୍ତ୍ତୃ. ଅ ଉପପଦ ତତ୍) — ଶତ୍ରୁକୁ ଜୟକାରୀ; ଯେ ଶତ୍ରୁକୁ ପରାଜିତ କରେ — Vanquishing an enemy; the vanquisher of one's enemy
  • ବି — ପର୍ବତ ବିଶେଷ; ଗୁଜୁରାଟର ଅନ୍ତର୍ଗତ ଚିର୍ଣ୍ଣାର ପର୍ବତ; ବିମଳାଦ୍ରି — Name of the mountain Girnar in Gujerat (W. India)
  • ବି — [ଦ୍ର— ଏହା ଜୈନମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ, ଏହା କାଠିଆ ବାଡ଼ରେ ପାଲିଟାନା ନଗର ନିକଟରେ ଅବସ୍ଥିତ। ଏଠାରେ ଅନେକ ଜୈନ ଦେବ ମନ୍ଦିର ଓ ପ୍ରସ୍ତରର କାରୁକାର୍ଯ୍ୟ ଅଛି।]
  • ବି — ରାମଚନ୍ଦ୍ରଙ୍କର ବାହନ ହସ୍ତୀର ନାମ ମହାବଳ ଓ ମହାକାୟ ହସ୍ତୀ — Name of a big elephant belonging to Ramchandra
  • ବି — [ଦ୍ର—ରାମଚନ୍ଦ୍ର ମାତୁଳାଳୟରୁ ଏହି ହସ୍ତୀକୁ ଉପହାର ପାଇଥିଲେ ଓ ବନଗମନ କାଳରେ ଏହାକୁ ସୁଯଜ୍ଞକୁ ଦେଇ ଯାଇଥିଲେ।]
  • ବି — ପରମେଶ୍ୱର (ହି. ଶ) — God