ଶତ୍ରୁଚର Ṡatruchara

  • ସଂ. ବି—(ଶତ୍ରୁ+ଚର; 6 ଷ୍ଠୀ ତତ୍) — ବିପକ୍ଷ ପକ୍ଷର ଗୁଇନ୍ଦା ଶତ୍ରୁର ଚର ବା ପ୍ରଣିଧି — A spy or informer of the enemy