ଶତ୍ରୁଘ୍ନୀ Ṡatrughnī

  • ସଂ. ବିଣ. ସ୍ତ୍ରୀ—(ଶତ୍ରୁଘ୍ନ+ଈ) — ଶତ୍ରୁଘ୍ନର ସ୍ତ୍ରୀଲିଙ୍ଗ — Feminine of Ṡatrughna
  • ସଂ. ବି — ହତିଆର; ଅସ୍ତ୍ର ଶସ୍ତ୍ର (ହି. ଶ) — Weapon; offensive weapon