ଶତାନୀକ Ṡatānīka
- ସଂ. ବିଣ (ଶତ+ଅନୀକ=ସୈନ୍ୟ ଯାହାର) — ଶତ ସୈନ୍ୟ ବିଶିଷ୍ଟ — Having a hundred soldiers
- ସଂ. ବିଣ (ଶତ+ଅନୀକ=ସୈନ୍ୟ ଯାହାର) — ବୃଦ୍ଧ — Old
- ବି — ବୃଦ୍ଧ ରାଜା — An old king
- ବି — ଶତ ସୈନ୍ୟର ଅଧିନାୟକ — Captain of a hundred soldiers
- ବି — ଜନମେଜୟ ରାଜାଙ୍କ ପୁତ୍ର ସହସ୍ରାନୀକଙ୍କ ପିତା — The son of king Janamejaya
- ବି — [ଦ୍ର—ଏ ଚତୁର୍ଥ ଯୁଗରେ ରାଜତ୍ୱ କରୁଥିବା ଚନ୍ଦ୍ରବଂଶୀୟ ଦ୍ୱିତୀୟ ରାଜା।]
- ବି — ସୁଦାସ ରାଜାଙ୍କ ପୁତ୍ର, (ଭାଗବତ) — The son of king Sudāsa
- ବି — ବ୍ୟାସ ଶିଷ୍ୟ ମୁନିବିଶେଷ (ହି. ଶ.) — Name of a disciple of sage Byāsa
- ବି — ଦ୍ରୌପଦୀଙ୍କ ଗର୍ଭଜାତ ନକୁଳ ପୁତ୍ର — Name of the son of Nakuḻa
- ବି — [ଦ— ଏ କୁରୁକ୍ଷେତ୍ର ଯୁଦ୍ଧରେ ବୀରତ୍ୱ ପ୍ରକାଶ କରି ଯୁଦ୍ଧ କରିଥିଲେ। କିନ୍ତୁ ଯୁଦ୍ଧାବସାନରେ ଅଶ୍ୱତ୍ଥାମାଙ୍କଦ୍ୱାରା ରାତ୍ରିରେ ହତ ହୋଇଥିଲେ।]
- ବି — ଶ୍ୱଶୁର (ହି. ଶ) — Father-in-law
- ବି — ଅସୁରବିଶେଷ (ହି. ଶ) — Name a demon