ଶତାବର୍ତ୍ତ Ṡatābartta

  • ସଂ. ବି (ଶତ+ଆବର୍ତ୍ତ; ଶତାବର୍ତ୍ତ+ଇନ୍; 1 ମା. 1 ବ) — ବିଷ୍ଣୁ; ନାରାୟଣ — Bishṇu
  • ସଂ. ବି (ଶତ+ଆବର୍ତ୍ତ; ଶତାବର୍ତ୍ତ+ଇନ୍; 1 ମା. 1 ବ) — ମହାଦେବ (ହି. ଶବ୍ଦସାଗର) — Ṡiba
  • ସଂ. ବି (ଶତ+ଆବର୍ତ୍ତ; ଶତାବର୍ତ୍ତ+ଇନ୍; 1 ମା. 1 ବ) — ହରିବଂଶୋକ୍ତ ପବିତ୍ର ବନବିଶେଷ (ହି. ଶ) — Name of a sacred forest