ଶତାନନ Ṡatānana

  • ସଂ. ବିଣ. ପୁଂ (ଶତ+ଆନନ, ବହୁବ୍ରୀହି) — ଶତମୁଖ (ଦେଖ) — Ṡatamukha (See)
  • ସଂ. ବି — ବେଲ; ଶ୍ରୀଫଳ (ହି. ଶ) — Aegle Marmelos