ଶତାକ୍ଷୀ Ṡatākshī

  • ସଂ. ବି. ସ୍ତ୍ରୀ—(ଶତ+ଅକ୍ଷ+ଈ) — ରାତ୍ରି — The night
  • ସଂ. ବି. ସ୍ତ୍ରୀ—(ଶତ+ଅକ୍ଷ+ଈ) — ପାର୍ବତୀ — Pārbatī
  • ସଂ. ବି. ସ୍ତ୍ରୀ—(ଶତ+ଅକ୍ଷ+ଈ) — ଦୁର୍ଗା — Durgā
  • ସଂ. ବି. ସ୍ତ୍ରୀ—(ଶତ+ଅକ୍ଷ+ଈ) — ଶତପୁଷ୍ପା; ଶଉପ — Dill seed