ଶତାପର୍ବ୍ୱା Ṡataparbbā
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — ବଂଶ; ବାଉଁଶ — Bamboo
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — ଏକପ୍ରକାର ଆଖୁ; କନ୍ତାରି ଆଖୁ — A species of slender sugarcane
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — (ଦ—ଏହା ସରୁ ଓ ଏହାର ପବ ଛୋଟ)
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — (ଶତ+ପର୍ବ+ ଆ)—କୋଜାଗର ପୂର୍ଣ୍ଣିମା; କୁମାର ପୂର୍ଣ୍ଣିମା — The full moon of the month of Āṡwina
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — ଶତ୍ରୁ ଋଷିଙ୍କ ପତ୍ନୀ — Name of the wife of sage Ṡukra
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — ଦୂର୍ବା; ଦୁବଘାସ — Creeping grass; meadow grass; Agrostis Cyrasurisides
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — କଟୁକା (ହି. ଶ) — Black hellebore
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — ବଚ (ହି. ଶ) — The sweet flag
- ସଂ. ବି (ଶତ ଅଟେ ପର୍ବନ୍=ପବ ଯାହାର; ବହୁବ୍ରୀହି; ଶତ ପର୍ବ୍ୱନ; 1 ମା. 1 ବ) — କଳମ୍ବ ଶାଗ (ହି. ଶ) — Convolvulus Repens (potherb)