ଶଣ୍ଢପଣ Ṡaṇḍhapaṇa

  • ଦେ. ବି — (ଲକ୍ଷଣାର୍ଥ) ଉଚ୍ଛୃଙ୍ଖଳତା — (figurative) Lawlessness; the state of acting without restraint
  • ଦେ. ବି — ଶାରୀରିକ ବଳପ୍ରକାଶ — Show of physical force
  • ଦେ. ବି — ବୀରତ୍ୱ — Heroism
  • ଦେ. ବି — ପ୍ରୌଢ଼ୀ; ବାହାଦୁରୀ — Bragging of one's power or might
  • ଦେ. ବି — ନଷ୍ଟ ଚରିତ୍ରତା; ଲାମ୍ପଟ୍ୟ; ବହୁ ସ୍ତ୍ରୀଙ୍କ ଦଳ ମଧ୍ୟରେ ନାଗରତ୍ୱ — Licentiousness; the state of playing the gallant to a number of woman
  • ଦେ. ବି — ପୁରୁଷତ୍ୱ; ଅଣ୍ଡିରାପଣିଆ — Virility; potency; manhood