ଶଣ୍ଢତାତ୍ୱ Ṡaṇḍatwa

  • ସଂ. ବି — ନପୁଂସକତ୍ୱ; ମୁଷ୍କଛେଦ ହେବା ଅବସ୍ଥା — Castration; emasculation; loss of virility
  • ସଂ. ବି — ବନ୍ଧନମୁକ୍ତ ଶଣ୍ଢ ପରି ଉଚ୍ଛୃଙ୍ଖଳ ବ୍ଯବହାର — Unrestrained conduct like a bull set at liberty
  • ସଂ. ବି — କ୍ଳୀବତା — Impotence