ଶଣ୍ଢା Ṡaṇḍāhā

  • ଦେ. ବି (ସଂ. ଶଣ୍ ଧାତୁ=ତନ୍ତୁ ଦାନ କରିବାରୁ କିମ୍ବା ସଂ. ଦଣ୍ଡ) — ପିଆଜ ଆଦିର ପତ୍ର ଗୁଚ୍ଛ ମଧ୍ୟରୁ ସିଧା ଓ ଲମ୍ବ ହୋଇ ବାହାରିଥିବା ଦଣ୍ଡ ବା ଛଡ଼ (ସାଧାରଣତଃ ଏହାର ଅଗରେ ଥୋପାଏ ଫୁଲ ଧରେ) — A long stem or scape issuing out and standing erect from a cluster of leaves of plants, such, onion, garlic etc
  • ଦେ. ବି (ସଂ. ଶଣ୍ ଧାତୁ=ତନ୍ତୁ ଦାନ କରିବାରୁ କିମ୍ବା ସଂ. ଦଣ୍ଡ) — (ଯଥା—ପିଆଜ, ବାରବରଷିଆ, ରତିଫଳ ଗଛରୁ ବାହାରିଥିବା ଶଣ୍ଢା।)
  • ଦେ. ବି. — (ସଂ. ଶୁଣ୍ଡ)—ଶୁଆଁବାଳି ପରି ଏକ— ପ୍ରକାର ପୋକ — A kind of caterpillar-like insect found on leaves of certain plants
  • ଦେ. ବି. — [ଦ୍ର—ଏମାନେ ଗବ ଗଛର ପତ୍ର ଓ ବାଉଁଶ ପତ୍ର ଆଦିରେ ଲାଗି ଥାଆନ୍ତି ଏବଂ ପତ୍ର ସଙ୍ଗେ ଗୋରୁମାନେ ଏହି ପୋକକୁ ଖାଇଦେଲେ ମରିଯାଆନ୍ତି।]
  • ଦେ. ବି. — (ସଂ ଶୁଣ୍ଢ)—(ବେକର) ପଛ ଆଡ଼ — The back or nape of the neck
  • ଦେ. ବି. — (ସଂ. ଶୁଣ୍ଡ)—ଗଛରୁ ନୁଆ ବାହାରିଥିବା ଲମ୍ବ ସଳଖ ଶାଖା ବା ଗଜା — A long slender shoot issuing from a tree
  • ଦେ. ବି. — ଜରଶଣ୍ଢା; ଜ୍ୱର ହେବା ପରେ ଜିଭରେ ଓ ଓଠରେ ବାହାରି ଯିବା ବ୍ରଣ ବା ବିସ୍ଫୋଟକ — Fever blister; herpes; eruptions or rashes coming out on the lips and mounth after fever
  • ଦେ. ବି. — (ସଂ. ଦଣ୍ଡ) ନାଶିକା ଛିଦ୍ରଦ୍ୱୟରୁ ମଧ୍ୟସ୍ଥ ଦଣ୍ଡବତ୍ ଅସ୍ଥି — The wall between the nostrils
  • ଦେ. ବି. — କମ୍ପଜ୍ୱର ଯୋଗୁଁ ନାସିକା ଛିଦ୍ରର ଅନ୍ତ— ର୍ଦେଶରେ ଓହୋଳି ପଡ଼ିବା ମାଂସପିଣ୍ଡ; ଉହା — A lump of flesh which hangs down inside the nostrils as a result of ague
  • ଦେ. ବି. — ଶଣ୍ଢାସୁର (ଦେଖ) — Saṇḍhāsura (See)
  • ଦେ. ବି. — (ସଂ. ସଣ୍ଢ) ଡେଙ୍ଗା ଓ ସ୍ଥୂଳକାୟ ବ୍ଯକ୍ତି — A stout and tall person
  • ଦେ. ବିଣ. — ଡେଙ୍ଗା ବା ଲମ୍ବ ଓ ସ୍ଥୂଳ — Tall and stout