ଶଣ୍ଢାସୁର Ṡaṇḍhāsura

  • ସଂ. ବି — ଶ୍ରୀକୃଷ୍ଣ ଦ୍ୱାରା ନିହତ ବୃଷ ବେଶଧାରୀ ଅସୁର ବିଶେଷ — A demon who assumed the shape of a bull and was killed by Ṡrīkṛushṇa
  • ସଂ. ବି — [ଦ୍ର—ଶ୍ରୀକୃଷ୍ଣ ଆପଣାର ବାହୁପାଶ ଦ୍ୱାରା ଏହାର ତଣ୍ଟି ଚିପି ଏହାକୁ ମାରି ପକାଇ ଥିଲେ।]