ଶଣ୍ଢ ଲଡ଼େଇ Ṡaṇḍha laṟḍ̠ei

  • ଦେ. ବି — ଦୁଇଟି ବୃଷଙ୍କ ଭିତରେ ଯୁଦ୍ଧ — Bull fight
  • ଦେ. ବି — (ଲକ୍ଷ— ଣାର୍ଥ) ଦୁଇଜଣ ସମବଳ ବ୍ଯକ୍ତିଙ୍କ ମଧ୍ୟରେ ବିବାଦ— (ଯଥା—କଳି, ମାଲିମକଦ୍ଦମା ଆଦି) — Fight between two equally strong persons
  • ଦେ. ବି — (ଲକ୍ଷଣାର୍ଥ) ଦୁଇ ଜଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ — (figurative) Fierce fight between two persons
  • ସଂ. ବି. — ମହି ପଡ଼ିଥିବା ଦୁଧ; ଦହି (ହି.ଶ) — Sour milk to which acid has been added
  • ସଂ. ବି. — (ସଂ ଶୁଣ୍ଢ)—(ବେକର) ପଛ ଆଡ଼ — A son of Sukrāchārjya
  • ସଂ. ବି. — ଯକ୍ଷ ବିଶେଷ (ହି. ଶ) — Name of a Jaksha