ଶଙ୍କିତ Ṡaṅkita
- ସଂ. ବିଣ. ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ) — ଭୀତ; ତ୍ରସ୍ତ — Terrified; alarmed, frightened; afraid
- ସଂ. ବିଣ. ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ) — ସନ୍ଦିଗ୍ଧ — Doubting; doubtful; suspecting
- ସଂ. ବିଣ. ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ) — ଅବିଶ୍ୱସ୍ତ — Untrustworthy
- ସଂ. ବିଣ. ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ) — (ଶଙ୍କ୍ଧାତୁ+କର୍ମ. ତ)— ବିତର୍କିତ — Suspected; conjectured
- ସଂ. ବିଣ. ପୁଂ—(ଶଙ୍କା+ଇତ୍; ସଂଜାତାର୍ଥେ) — ଅନିଶ୍ଚିତ; ସନ୍ଦେହଯୁକ୍ତ (ହି. ଶ) — Uncertain; doubtful;
- (ବୈଦ୍ୟକ)—ବି — ଚୋର ନାମକ ଗନ୍ଧଦ୍ରବ୍ୟ — A scented herb; Andropogen Acicularis