ଶଙ୍କୁ Ṡaṅku

  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ମୁନିଆ ଅସ୍ତ୍ରବିଶେଷ; ତେଣ୍ଟା; ମୁନା — A pointed weapon; harpoon;
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ଶେଲ; ଛେଲ; ବର୍ଛା; ଭାଲି — Spear; javelin
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ଶଲ୍ୟ; ବାଣ — Arrow; dart
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — କୀଳକ; ଖିଲ; କୀଳା; ମେଖ — A peg; a stake
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ଗୋଜଣା; ମୁନିଆବାଡ଼ି; ଶୂଳି — A pointed stake
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ବାର ଆଙ୍ଗୁଳ ଲମ୍ବର କାଠି; ମାପିବାରେ ବ୍ଯବହୃତ ମାପ କାଠି — A rod measuring 12 digits or about 10 inches; a measuring rod
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ଘଟିକାଯନ୍ତ୍ରର ସମୟ— ଜ୍ଞାପକ କଣ୍ଟା — The index or hand of a timepiece; the hands of a dial
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ସ୍ଥାଣୁ; ଥୁଣ୍ଟା ଗଛ — The stump of a lopped-off tree; pollard
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ଶିବ; ମହାଦେବ — God Ṡiba
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — ବିକ୍ରମାଦିତ୍ୟ ରାଜାଙ୍କ ସଭାରେ ନବରତ୍ନ (ପଣ୍ଡିତ) ମଧ୍ୟରୁ ଜଣେ — Name of one of the 9 poet-laureates or jewels of the court of king Bikramāditya
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — (ଗଣିତ) ସଂଖ୍ୟାବିଶେଷ; ଲୀଳାବତୀ ଅନୁସାରେ ଦଶ ଲକ୍ଷ କୋଟି ସଂଖ୍ୟା; ଏକ ପଦ୍ମ (ହି. ଶ) — Name of a mathematical number; 10 trillions
  • ସଂ. ବି (ଶଙ୍କ୍ ଧାତୁ+ଅପାଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି।) — [ଦ୍ର— 1 ସଂଖ୍ୟା ପରେ 13 ଟି ଶୂନ୍ଯ ଦେଲେ ଏ ସଂଖ୍ୟା ହେବ] — [ଦ୍ର—1ସଂଖ୍ୟା ପରେ13ଟି ଶୂନ୍ଯ ଦେଲେ ଏ ସଂଖ୍ୟା ହେବ]