ଶଙ୍କି ଯିବା Ṡaṅki j̄ibā

  • ଦେ. କ୍ରି — ଶଙ୍କିବା (ଦେଖ) — Ṡaṅkibā (See)
  • ଦେ. କ୍ରି — (ଉ—ଦେଖି ଶଙ୍କିଯାନ୍ତି ଗ୍ରାମଲୋକେ ଡରିମରି ପଳାଇଯାନ୍ତି ଥୋକ—ଫକୀରମୋହନ. ଛମାଣ ଆଠଗୁଣ୍ଠ