ଶଙ୍କିତ ବର୍ଣ୍ଣ Ṡaṅkita barṇṇa

  • ସଂ. ବି. (ଶଙ୍କିତ=ଭୀତ+ବର୍ଣ୍ଣ=ଜାତି; ଯେଉଁ ଶ୍ରେଣୀର ବ୍ଯକ୍ତି ସର୍ବଦା ଧରା ପଡ଼ିବାର ଶଙ୍କାଦ୍ୱାରା ତ୍ରସ୍ତ; କିମ୍ବା ଶଙ୍କିତ=ଭୟଯୁକ୍ତ+ବର୍ଣ୍ଣ=ବାକ୍ୟ ଯାହାର; ଯେ ଡରି ଡରି କଥା କହେ ବା ପାଟି କରେ ନାହିଁ) — ଚୌର; ତସ୍କର; ଚୋର — Thief