ଶଙ୍କିଣି Ṡaṅkiṇi

  • ଦେ. ବି. ପୁଂ—(ସଂ. ଶକୁନି) — ଦୁର୍ଯ୍ଯୋଧନଙ୍କ ମାମୁଁ; ଶକୁନି (ଦେଖ) — The maternal uncle of king Durjyodhana Ṡakuni (See)
  • ପୁଂ ଓ ସ୍ତ୍ରୀ — ପରଘରେ ଅନିଷ୍ଟ ଲଗାଇବା ବ୍ଯକ୍ତି — A person who forments quarrel in another's family
  • ସ୍ତ୍ରୀ—(ସଂ. ଶାକିନୀ — (ଗାଳି) ଡାଆଣୀ; ନୀଚା ସ୍ତ୍ରୀ ଲୋକ। — (abuse) A mean or wicked woman; a witch
  • ସ୍ତ୍ରୀ—(ସଂ. ଶାକିନୀ — ଉପଦେବତା ବିଶେଷ — A class of wicked female ghosts