ଶକୁନି Ṡakuni
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ଗୃଧ୍ର ପକ୍ଷୀ; ଶାଗୁଣା — The vulture
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ଚିଲ — The white headed red kite; Falco Ater; the Pondichery eagle (M.W.)
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ପକ୍ଷୀ — Bird
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ଜ୍ୟୋତିଃଶାସ୍ତ୍ରୋକ୍ତ କରଣବିଶେଷ — Name of one of the 11 astrological conjuntions (considered as auspicious); name of the eighth karaṇa. (M.W.)
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — [ଦ୍ର—ଜ୍ୟୋତିଷ ଶାସ୍ତ୍ରୋକ୍ତ 11 ଗୋଟି କରଣ ମଧ୍ୟରୁ ଅଷ୍ଟମ। ଏହା ଶୁଭ।] — [ଦ୍ର—ଜ୍ୟୋତିଷ ଶାସ୍ତ୍ରୋକ୍ତ11ଗୋଟି କରଣ ମଧ୍ୟରୁ ଅଷ୍ଟମ ଏହା ଶୁଭ]
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ବିକୁକ୍ଷି ରାଜାଙ୍କ ପାଞ୍ଚ ପୁତ୍ରରୁ ଏକ — Name of one of the sons of king Bikukshi
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ସୁବଳ ରାଜାଙ୍କ ପୁତ୍ର; ସୌବଳ; ଦୂର୍ଯ୍ଯୋଧନଙ୍କ ମାମୁଁ; ଧୃତରାଷ୍ଟ୍ର ପତ୍ନୀ ଗାନ୍ଧାରୀଙ୍କ ଭାଇ। (ଏହାର ଅପଭ୍ରଂଶ ଶଙ୍କୁନି) — Name of the maternal uncle Drjyodhana
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — କୁକୁଡ଼ା — A cock (Apte)
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — କୃଷ୍ଣଙ୍କ ଦ୍ୱାରା ନିହତ ଅସୁରବିଶେଷ — Name of a demons killed by Ṡrīkṛushṇa
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ନାଗବିଶେଷ (ହି. ଶ.) — Name of a mythological serpent
- ସଂ. ବି. ପୁଂ (ଶକ୍ ଧାତୁ=ପାରିବା+କର୍ତ୍ତୃ. ଉନି) — ହିରଣାକ୍ଷର ପୁତ୍ର ଓ ବୃକର ପିତା; ଦୈତ୍ୟବିଶେଷ (ହି. ଶ) — Name of a mytholgical demon
- ଦେ. ବି (ଲକ୍ଷଣାର୍ଥ) — ପର ଘରେ କଳହ ଓ ଅନର୍ଥ ଆଦିର ବୀଜ ବୁଣିବା ବ୍ଯକ୍ତି — A person who sows dissension amongst other persons