ଶକୁନାହୃତ Ṡakunāhṛuta

  • ସଂ. ବି — ଏକପ୍ରକାର ଖୁବ୍ ସରୁ ଚାଉଳ (ବଂ ଦାଦଖାନି ଚାଲ) (ହି. ଶ.) — A kind of fine rice
  • ସଂ. ବି — ଏକପ୍ରକାର ମାଛ (ହି. ଶ.) — A kind of fish
  • ସଂ. ବି — ଏକପ୍ରକାର ବାଳରୋଗ; ଶକୁନିଗ୍ରହ — A kind of infantile disease