ଶକୁନିବାଦ Ṡakunibāda

  • ସଂ. ବି ( 6 ଷ୍ଠୀ ତତ୍) — ପକ୍ଷୀମାନଙ୍କର କାକଳି ବା ଶବ୍ଦ — The cry or sound of birds
  • ସଂ. ବି ( 6 ଷ୍ଠୀ ତତ୍) — କୁକୁଡ଼ା ଡାକ ବା ଶବ୍ଦ — The crowing of a cock
  • ସଂ. ବି ( 6 ଷ୍ଠୀ ତତ୍) — ଉଷାକାଳରେ ପକ୍ଷୀଙ୍କ ରାବ — The cry of birds in the early morning