ଶକୁନି ମାମୁ Ṡakuni māmu
- ଦେ. ବି—(ଲକ୍ଷଣାର୍ଥ) — (ଦୁର୍ଯ୍ଯୋଧନଙ୍କ ମାମୁଁ ଶକୁନି କପଟ ବନ୍ଧୁତା ଦେଖାଇ ଆପଣା ଭଣଜାର ସର୍ବନାଶ ଘଟାଇଲା ପରି) ଯେଉଁ ଲୋକ ଆପଣାର ବନ୍ଧୁ ହୋଇ ଭିତରେ ଭିତରେ ଅନିଷ୍ଟ ସାଧନ କରେ; ଅଣ୍ଟିରେ ଥାଇ ତଣ୍ଟି କାଟିବା ଲୋକ — A relative or friend who feigns friends but who brings about the ruin of a person