ଶକୁନଜ୍ଞା Ṡakunajṇā

  • ସଂ. ବି. ସ୍ତ୍ରୀ (ଶକୁନଜ୍ଞ+ସ୍ତ୍ରୀ.ଆ) — ଶକୁନ ପତ୍ନୀ; ମାଈ ଶାଗୁଣା; ଫୁଲଶାଗୁଣା — A she-vulture
  • ସଂ. ବି. ସ୍ତ୍ରୀ (ଶକୁନଜ୍ଞ+ସ୍ତ୍ରୀ.ଆ) — ଝିଲ୍ଲୀ; ଝିଟିପିଟି; ହାଡ଼ିଆଣୀ — The common house lizard
  • ସଂ. ବିଣ. ସ୍ତ୍ରୀ — ଶକୁନଜ୍ଞର ସ୍ତ୍ରୀଲିଙ୍ଗ — Feminine of Ṡakunajn̄a