ଶକୁନୀ Ṡakunī
- ସଂ. ବି. ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) — ମାଈ ଶାଗୁଣା — A she-vulture
- ସଂ. ବି. ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) — ଶ୍ୟାମା ପକ୍ଷୀ — A bird (a whistling bird); Cittocincla Macura
- ସଂ. ବି. ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) — ମାଈ ଘରଚଟିଆ — A hen- sparrow (Apte)
- ସଂ. ବି. ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) — ସୁଶ୍ରୁତ ଅନୁସାରେ ବାଳ ଗ୍ରହ ବିଶେଷ — Name of an infantile disease personified
- ସଂ. ବି. ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) — [ଦ୍ର—ଯେଉଁ ବାଳକକୁ ଏହା ଆକ୍ରମଣ କରେ ତାହାର ଅଙ୍ଗ ଶିଥିଳ ହୁଏ, ଦେହ ଜଳା ପୋଡ଼ା କରେ, ବ୍ରଣ ଆଦି ହୁଏ, ଦେହରୁ ପକ୍ଷୀ— ମାନଙ୍କ ଗନ୍ଧ ପରି ଗନ୍ଧ ବାହାରେ ଓ ସେ ମଝିରେ ମଝିରେ ଚମକେ—ହି. ଶ.]