ଲେଖାରେ Lekhāre
- ଦେ. ବି — (କୌଣସି ବ୍ଯକ୍ତିର) ବିବେଚନାରେ; ଗଣନାରେ — According to one's calculation, knowledge or belief
- ଦେ. ବି — ଅନୁମାନରେ — According to one's inference
- ଦେ. ବି — [ଉ—ତା ଲେଖାରେ ଇନ୍ଦ୍ର, ଚନ୍ଦ୍ର ନାହାନ୍ତି।]
- ଦେ. ବି — ଲେଖାଏଁ; ପ୍ରତ୍ୟେକକୁ — Each
- ଦେ. ବି — [ଉ—ଶକୁନିକୁ ପାର୍ଥ କୋଡ଼ିଏ ପ୍ରହାରିଲେ, ଜଣକେ ତିନି ତିନି ଲେଖାରେ ବିନ୍ଧିଲେ। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।]