ଲେଖି ଅଛି Lekhi achhi

  • ଦେ. କ୍ରି — ଲିଖିତ ହୋଇଅଛି। — Is written
  • ଦେ. କ୍ରି — ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ହୋଇଅଛି — Is prescribed in the holy books
  • ଦେ. କ୍ରି — [ଉ— ବ୍ରାହ୍ମଣକୁ ସିନା ଲେଖିଅଛି ଭିକ। କୃଷ୍ଣସିଂହ. ମହାଭାରତ, ବନ।]