ଲେଖାଧିପ Lekhādhipa

  • ସଂ. ବି ( 6 ଷ୍ଠୀ ତତ୍; ଲେଖ=ଦେବତା+ଅଧିପ) — ଇନ୍ଦ୍ର; ଦେବରାଜ — Indra, the king of the gods
  • ସଂ. ବି ( 6 ଷ୍ଠୀ ତତ୍; ଲେଖ=ଦେବତା+ଅଧିପ) — ରାଜା — King
  • ସଂ. ବି ( 6 ଷ୍ଠୀ ତତ୍; ଲେଖ=ଦେବତା+ଅଧିପ) — [ଉ—ଲେଖାଧିପ ଅଷ୍ଟଦୁର୍ଗର ଭଣେ।କବିସୂର୍ଯ୍ୟ—କିଶୋରୀଚମ୍ପୂ ଲ. ଗୀତ।]