ଲେଖି Lekhi

  • ସମାପିକାକ୍ରିୟା (ପଦ୍ଯ) — କୌଣସି ଶ୍ରେଣୀରେ ଗଣନା କରାଯାଏ; ଗଣ୍ୟହୁଏ — Counted as
  • ସମାପିକାକ୍ରିୟା (ପଦ୍ଯ) — [ଉ—ଠେକି କହେ ବେକିରେ! ତତେ କୋଉ ମଣିଷରେ ଲେଖି ରେ? ଢଗ।]
  • ପ୍ରାଦେ. (ମେଦିନୀପୁର)ବି. — ନିଖ — Egg of lice