ଲେଖାର୍ହ Lekhārha

  • ସଂ. ବିଣ—(ଲେଖ+ଅର୍ହ) — ଲେଖନୀୟ — Fit to be written
  • ବି. — ଶ୍ରୀତାଳ ବୃକ୍ଷ; ମଳୟ ଦେଶ ପ୍ରସିଦ୍ଧ ତାଳବୃକ୍ଷ — A kind of palm tree of the Malaya peninsula (South India)